ଡମ୍କମ୍ୟୁନିଟି ୱେବ୍ସାଇଟ୍
ଆମର୍ ଡମ୍ ୱେବ୍ସାଇଟେ ସବୁକେ ନମସ୍କାର୍ ଆୟ୍ରି ସ୍ୱାଗତ୍। ଅ ୱେବ୍ସାଇଟେ ଆମର୍ ଡମ୍ ଭାଷାର୍ ବାଇବଲ୍, ଗୀତ୍, ଭିଡିଓ, କାତାନୀ,ଫୋଟ ଲୋଡ୍ହିଆ ଆଚେ, ତୁମେ ମାନ୍ ଚାଇଁଲେ ଦେକୁ ପାରାସ୍।
Verse of the day
ତହିଁରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଛି ଭୟ କର ନାହିଁ, ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି? ତୁମ୍ଭେମାନେ ମୋʼ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ପ୍ରମାଣ, ମାତ୍ର ପରମେଶ୍ୱର ତାହା ମଙ୍ଗଳର କଳ୍ପନା କଲେ; ଏବେ ଯେପରି ଦେଖୁଅଛ, ସେପରି ଅନେକ ଲୋକଙ୍କର ପ୍ରାଣରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା।
ଆଦିପୁସ୍ତକ୍ 50:19