ଡମ୍କମ୍ୟୁନିଟି ୱେବ୍ସାଇଟ୍
ଆମର୍ ଡମ୍ ୱେବ୍ସାଇଟେ ସବୁକେ ନମସ୍କାର୍ ଆୟ୍ରି ସ୍ୱାଗତ୍। ଅ ୱେବ୍ସାଇଟେ ଆମର୍ ଡମ୍ ଭାଷାର୍ ବାଇବଲ୍, ଗୀତ୍, ଭିଡିଓ, କାତାନୀ,ଫୋଟ ଲୋଡ୍ହିଆ ଆଚେ, ତୁମେ ମାନ୍ ଚାଇଁଲେ ଦେକୁ ପାରାସ୍।
Verse of the day
କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ, ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ।
ଯାକୁବ 1:23